ସହରରେ ବୁଲୁଛି କଲେଜ ଛାତ୍ରୀଙ୍କ ଅଶ୍ଳୀଳ ସିଡି: Kalinga Express Latest Odia News


 ଅନେକ ସମୟରେ ବିଭିନ୍ନ କଲେଜ ଛାତ୍ରୀଙ୍କ  ଅଶ୍ଳୀଳ ଫୋଟୋ କିମ୍ବା ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲୁଥିବା ଦେଖାଯାଏ । ଏହାର ଫଳ ସ୍ୱରୂପ ସମ୍ପୃକ୍ତ ଛାତ୍ରୀ କିମ୍ବା ଯୁବତୀ ମାନେ ଲୋକ ଲଜ୍ଜାରୁ ମୁକ୍ତି ପାଇବା ପାଇଁ ଆତ୍ମହତ୍ୟା ଭଳି ଘୃଣ୍ୟ କାମକୁ ଆପଣେଇବାର ଦେଖାଯାଏ । ସେମିତି ଏକ ଘଟଣା ଘଟିଛି ଭୂବନେଶ୍ଵରର ଏକ ପ୍ରମୁଖ କଲେଜରେ । ଯେଉଁଥିରେ ଉକ୍ତ କଲେଜରେ ପଢୁଥିବା ଯୁକ୍ତ ୩ ର ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫୋଟୋ ସବୁ ଗୋଟେ ମୋବାଇଲରୁ ଆଉ ଏକ ମୋବାଇଲକୁ ଘୁରି ବୁଲୁଛି । କିନ୍ତୁ ଏ ନେଇ ଯୁବତୀଙ୍କ ପରିବାର ତରଫରୁ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ ।

 ବାରମ୍ବାର ଏମିତି ଘଟଣା ସବୁ ଘଟୁଥିବାରୁ ଏହା ଚିନ୍ତାର ବିଷୟ ସାଜିଛି । ଯେଉଁଥିପାଇଁ ଏମିତି କିଛି ମୁହୂର୍ତ୍ତକୁ କ୍ୟାମେରାରେ ରେକର୍ଡ କରି ପରେ ପଶ୍ଚାତାପ କରିବାକୁ ପଡୁଛି । ତେଣୁ ସମସ୍ତେ ଏଥିପ୍ରତି ସଚେତନ ହେବା ସହ ନିଜର ଅନ୍ତରଙ୍ଗ ମୁହୂର୍ତ୍ତକୁ ନିଜ ଭିତରେ ରଖିବାକୁ ଚେଷ୍ଟା କରନ୍ତୁ ।  ନ ହେଲେ ଲୋକ ଲଜ୍ଜ୍ୟାର ଶିକାର ହୋଇପାରନ୍ତି ।
ସହରରେ ବୁଲୁଛି କଲେଜ ଛାତ୍ରୀଙ୍କ ଅଶ୍ଳୀଳ ସିଡି: Kalinga Express Latest Odia News ସହରରେ ବୁଲୁଛି କଲେଜ ଛାତ୍ରୀଙ୍କ ଅଶ୍ଳୀଳ ସିଡି: Kalinga Express Latest Odia News Reviewed by Kalinga Express on September 16, 2017 Rating: 5

No comments