ଅନଲାଇନରୁ କେମିତି କରିବେ ରୋଜଗାର: ଦେଖନ୍ତୁ ଏହି ୧୦ଟି ଉପାୟ


ଅନଲାଇନ ବିଜିନେସ ଦ୍ଵାରା ଆପଣ କେମିତି ଟଙ୍କା ରୋଜଗାର କରିପାରିବେ ସେ ବିଷୟରେ ଜାଣି ରଖନ୍ତୁ । ଯାହା ଦ୍ଵାରା ଆପଣମାନେ ଅନଲାଇନରୁ ବହୁତ ଉପାୟରେ ଟଙ୍କା ରୋଜଗାର କରି ପାରିବେ । ତଳେ ଦିଆଯାଇଥିବା କିଛି ଉପାୟ ଗୁଡିକୁ ଭଲ ଭାବେ ଦେଖନ୍ତୁ ଆଉ ନିଜେ ରୋଜଗାର କରିବା ସହ ଅନ୍ୟ ମାନଙ୍କୁ ରୋଜଗାର କ୍ଷମର ବାଟ ଦେଖାନ୍ତୁ ।

1. Youtube - ଏହାଦ୍ବାରା ଆପଣ ନିଜେ କରିଥିବା ଭିଡିଓ କିମ୍ବା ଫନି ଭିଡିଓ କୁ ସ୍ଥାନ ଦେଇ ବିଜ୍ଞାପନ ମାଧ୍ୟମରେ ମାସକୁ ଟଙ୍କା ରୋଜଗାର କରିପାରିବେ ।

2. Blogging -
 ଯଦି ଆପଣ ଲେଖା ଲେଖି ଜାଣନ୍ତି ତେବେ ନିଜେ ଗୋଟେ ବ୍ଲଗିଂ ସାଇଟ ବନେଇ ସେଥିରେ ନିଜର ବ୍ଲଗ ପୋଷ୍ଟ କରିବା ସହ ବିଭିନ୍ନ ପ୍ରକାରର ବିଜ୍ଞାପନ ମାଧ୍ୟମରେ ରୋଜଗାର କରି ପାରିବେ ।

3.
 Affiliate Marketing - ବିଭିନ୍ନ ପ୍ରକାରର ଅନଲାଇନ ଶପିଂ ସାଇଟର ମର୍କେଟିଙ୍ଗ ପାଇଁ ତାଙ୍କ ୱେବ ଲିଙ୍କକୁ ନିଜ ବ୍ଲଗ ସାଇଟରେ ଦେଇ ରୋଜଗାର କରିପାରିବେ ।

4. Online Teaching & Training -
 ଅନଲାଇନ ଜରିଆରେ ଆପଣ ଅନ୍ୟ ମାନଙ୍କୁ ଟିଚିଙ୍ଗ କିମ୍ବା ଟ୍ରେନିଂ ଦେଇ ମାସିକ ରୋଜଗାର କରିପାରିବେ ।

5. Buying & Selling of Domain - 
ଆପଣ Domain କୁ  ଅଳ୍ପ ପ୍ରାଇସରେ କିଣି ତାକୁ ପରେ ଅନ୍ୟ କାହାକୁ ବି ଅଧିକ ପ୍ରାଇସରେ ବିକି ପାରିବେ ।

6. Paid Writing -
 ଆପଣ ଅନ୍ୟ ଜଣଙ୍କର ବହୁତ ଗୁଡାଏ ଲେଖା କିମ୍ବା ଡାଟାକୁ ଏଣ୍ଟ୍ରି କରି ତାଙ୍କ ଠାରୁ ଟଙ୍କା ନେଇ କାମ କରିପାରିବେ ।

7. Freelancing -
 ଆପଣଙ୍କ ଭିତରେ ଥିବା ଦକ୍ଷତା ଦ୍ଵାରା ଆପଣ ଅନ୍ୟମାନଙ୍କୁ ଅନଲାଇନ ମାଧ୍ୟମରେ ନିଜର ଆଇଡିଆ କିମ୍ବା ପ୍ରପୋଜାଲ ଦେଇ କିମ୍ବା ତାଙ୍କୁ ସେହି ବିଷୟରେ ଅବଗତ କରେଇ ଟଙ୍କା ରୋଜଗାର କରି ପାରିବେ ।

8. Photo Selling -
 ଆପଣଙ୍କୁ ଯଦି ଫୋଟୋଗ୍ରାଫି ଜଣା ତେବେ ଆପଣ ନିଜ ଫୋଟୋ କୁ ଅନଲାଇନ ମାଧ୍ୟମରେ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ ।

9. Stock Market Trading -
 ଷ୍ଟକ ମାର୍କେଟରେ ରିସ୍କ ଥାଏ କିନ୍ତୁ ଯଦି ଷ୍ଟକ ଏକ୍ସପର୍ଟଙ୍କ ଠାରୁ ପରାମର୍ଶ ନେଇ କାମ କରିବେ ତେବେ ମାସିକ ଅନେକ ଟଙ୍କା ରୋଜଗାର କରିପାରିବେ ।

10. Sell Audio & Video -
 ଆପଣ ନିଜେ ବନେଇଥିବା କିଛି ଅଡିଓ କିମ୍ବା ଭିଡିଓକୁ ଆଇ ଟ୍ୟୁନସ କୁ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ ।
ଅନଲାଇନରୁ କେମିତି କରିବେ ରୋଜଗାର: ଦେଖନ୍ତୁ ଏହି ୧୦ଟି ଉପାୟ ଅନଲାଇନରୁ କେମିତି କରିବେ ରୋଜଗାର: ଦେଖନ୍ତୁ ଏହି ୧୦ଟି ଉପାୟ Reviewed by Kalinga Express on October 02, 2017 Rating: 5

No comments