ଗୁଜୁରାଟ ଜନତା ମୋଦୀଙ୍କ ଭାଷଣ ନ ଶୁଣି ରାଲି ଛାଡି ଚାଲିଗଲେ: Kalinga Express News


ପ୍ରଧାନମନ୍ତ୍ରୀଙ୍କ ଦୁଇ ଦିନିଆ ଗୁଜୁରାଟ ଗସ୍ତ ଥିଲା । ପ୍ରଥମେ ମୋଦୀ ଦ୍ଵାରକାଦେଶ ମନ୍ଦିରରେ ଦର୍ଶନ କରିବା ପରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଭିତିପ୍ରସ୍ତରର ସ୍ଥାପନ କରିବା ସହ କିଛି ସ୍ଥାନରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ । କିନ୍ତୁ Times Of India ର ଅହମଦାବାଦ ଶାଖା କରିଥିବା ଟ୍ଵିଟ ଅନୁସାରେ ମୋଦୀ ଗୋଟିଏ ରାଲିରେ ଭାଷଣ ଆରମ୍ଭ କରିବା ପରେ ପରେ ସେଠାରେ ଜନ ସମାଗମ ଧୀରେ ଧୀରେ କମିବାକୁ ଲାଗିଥିଲା । ଭାଷଣ ଶେଷ ହବା ପୂର୍ବରୁ ଲୋକ ସେହି ରାଲି ସ୍ଥାନ ଛାଡି ଚାଲିଯାଇଥିଲେ ।

 ବହୁତ ଗୁଡାଏ ନେଗେଟିଭ କମେଣ୍ଟ ଆସିବା ପରେ ସେହି ଟ୍ଵିଟ କୁ Times Of India ର ଅହମଦାବାଦ ଶାଖା ହଟେଇ ଦେଇଥିଲା । କିନ୍ତୁ ପୋଷ୍ଟଟି ହଟା ଯିବା ପୂର୍ବରୁ ପ୍ରାୟତଃ ତାହାର ସ୍କ୍ରୀନସଟ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଥିଲା । ଏଥିରୁ ଜଣାପଡୁଛି କି ନେସନାଲ ମିଡିଆ ଏମିତି କିଛି ଖବର ଏବେବି ଲୋକଙ୍କ ଠାରୁ ଦୂରେଇ ରଖିବାକୁ ଚାହୁଁଛି । ଯାହା ଭବିଷ୍ୟତରେ ଗଣତନ୍ତ୍ର ଓ ସାରା ଦେଶ ପାଇଁ ବିପଦ ହୋଇ ଠିଆ ହେବ ।
ଗୁଜୁରାଟ ଜନତା ମୋଦୀଙ୍କ ଭାଷଣ ନ ଶୁଣି ରାଲି ଛାଡି ଚାଲିଗଲେ: Kalinga Express News ଗୁଜୁରାଟ ଜନତା ମୋଦୀଙ୍କ ଭାଷଣ ନ ଶୁଣି ରାଲି ଛାଡି ଚାଲିଗଲେ: Kalinga Express News Reviewed by Kalinga Express on October 09, 2017 Rating: 5

No comments