ପୋଲିସ ବର୍ଦ୍ଦିରେ ବହୁତ ସୁନ୍ଦର ଦେଖା ଯାଆନ୍ତି ଏହି ଅଭିନେତ୍ରୀ: Kalinga Express


ସାଧାରଣତଃ ଏବେ ବଲିଉଡ ହେଉ କିମ୍ବା ଟଲିଉଡ ହେଉ ସବୁଠି ଅଭିନେତ୍ରୀ ମାନଙ୍କ ଜଲୱା ଦେଖିବାକୁ ମିଳୁଛି । ସେମିତି କିଛି ଫିଲ୍ମ ରହିଛି ଯେଉଁଥିରେ ଅଭିନେତ୍ରୀ ମାନେ ପୋଲିସର ଭୂମିକା ଲିଭାଇଛନ୍ତି । ଆଉ ସେଇ ଅଭିନେତ୍ରୀ ମାନଙ୍କର ପୋଲିସ ବର୍ଦ୍ଦି ତାଙ୍କୁ ସୁନ୍ଦର ଓ ଆକର୍ଷଣୀୟ କରିଥାଏ । ଆସନ୍ତୁ ଜାଣିବା ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ ।

 ୧. ଜଞ୍ଜିରର ହିନ୍ଦୀ ଭର୍ସନରେ ତେଲୁଗୁ ଷ୍ଟାର ରାମ ଚରଣ ତେଜାଙ୍କ ସହ ଅଭିନୟ କରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ପୋଲିସ ଚରିତ୍ର ସମସ୍ତଙ୍କ ମନକୁ ଛୁଇଁଥିଲା । ପୋଲିସ ବର୍ଦ୍ଦିରେ ପ୍ରିୟଙ୍କା ସେକ୍ସି ଆଉ ସୁନ୍ଦର ଦେଖାଯାଉଥିଲେ ।

୨. ସେହିଭଳି ଦୃଶ୍ୟମ ମୁଭିରେ ତବୁ, ମୀରା ଦେଶମୁଖ ନାଁ ରେ ପୋଲିସ ଭୂମିକା ଲିଭାଇଥିଲେ । ତାଙ୍କର ଅଭିନୟ ନିଖୁଣ ଓ ଆଦରଣୀୟ ଥିଲା । ପୋଲିସ ବର୍ଦ୍ଦିରେ ସେ ଆକର୍ଷଣୀୟ ଦେଖାଯାଉଥିଲେ ।

୩. ତାମିଲ ସୁପରଷ୍ଟାର ବିଜୟଙ୍କ ସହ ଜିଲ୍ଲା ମୁଭିରେ ଅଭିନୟ କରିଥିବା କାଜଲ ଅଗ୍ରୱାଲ ସବୁଠାରୁ ସୁନ୍ଦର ଓ ହଟ ଦେଖାଯାଉଥିଲେ ପୋଲିସ ବର୍ଦ୍ଦିରେ ।

୪. ବେଦଲମ ମୁଭିରେ ଶ୍ରୁତି ହାସନ ଏକ ବ୍ଲୁ ରଙ୍ଗର ପୋଲିସ ବର୍ଦ୍ଦିରେ ଅଧିକ ସେକ୍ସି ଆଉ ହଟ ଲାଗୁଥିଲେ ।

ପୋଲିସ ବର୍ଦ୍ଦିରେ ବହୁତ ସୁନ୍ଦର ଦେଖା ଯାଆନ୍ତି ଏହି ଅଭିନେତ୍ରୀ: Kalinga Express ପୋଲିସ ବର୍ଦ୍ଦିରେ ବହୁତ ସୁନ୍ଦର ଦେଖା ଯାଆନ୍ତି ଏହି ଅଭିନେତ୍ରୀ: Kalinga Express Reviewed by Kalinga Express on October 15, 2017 Rating: 5

No comments