ମାଦ୍ରାସ ହାଇକୋର୍ଟ କହିଲେ ଯଦି ମାର୍ଶାଲ ଫିଲ୍ମ ପସନ୍ଦ ନୁହେଁ ତେବେ ଦେଖିବାରୁ ବିରତ ରୁହନ୍ତୁ: Kalinga Express


ତାମିଲ ହିରୋ ବିଜୟଙ୍କ ଫିଲ୍ମ ମାର୍ଶାଲକୁ ନେଇ ଚାଲିଥିବା ବାଦବିବାଦରେ ମାଦ୍ରାସ ହାଇକୋର୍ଟ କହିଛନ୍ତି ଏହି ଫିଲ୍ମର ଷ୍ଟୋରି ବହୁତ ଭଲ ଏବଂ ଏହା ବାସ୍ତବ ଜୀବନଶୈଳୀ ଉପରେ ଆଧାରିତ ନୁହେଁ, ତେଣୁ ଏହାକୁ ନେଇ କୌଣସି ବିବାଦ ନ ଉଠିବା ଉଚିତ । ଯଦି କାହାକୁ ପସନ୍ଦ ନ ଆସୁଛି ତେବେ ସେହି ଫିଲ୍ମ ଦେଖିବାରୁ ବିରତ ରୁହନ୍ତୁ ବୋଲି କହିଛନ୍ତି ହାଇକୋର୍ଟ । ହାଇକୋର୍ଟ କହିଛନ୍ତି "The Film is only an imaginative story and it is not in real life. A person can refrain from viewing it if he doesn't like the Film".

  ଫିଲ୍ମଗୁଡିକରେ ସ୍ମୋକିଙ୍ଗ ଆଉ ମଦ୍ୟପାନ ଉପରେ କାହିଁକି କେବେ କୌଣସି ଅଭିଯୋଗ ହେଉନି ବୋଲି ମଧ୍ୟ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଫିଲ୍ମକୁ ନେଇ ସମସ୍ତଙ୍କର ମୌଳିକ ଅଧିକାର ରହିଛି ଏବଂ ପିଟିସନ ଅନୁଯାୟୀ ସେନ୍ସର ବୋର୍ଡ ସାର୍ଟିଫିକେଟକୁ ହଟାଇବା ପାଇଁ ମନା କରିଛନ୍ତି ହାଇକୋର୍ଟ ।
ମାଦ୍ରାସ ହାଇକୋର୍ଟ କହିଲେ ଯଦି ମାର୍ଶାଲ ଫିଲ୍ମ ପସନ୍ଦ ନୁହେଁ ତେବେ ଦେଖିବାରୁ ବିରତ ରୁହନ୍ତୁ: Kalinga Express ମାଦ୍ରାସ ହାଇକୋର୍ଟ କହିଲେ ଯଦି ମାର୍ଶାଲ ଫିଲ୍ମ ପସନ୍ଦ ନୁହେଁ ତେବେ ଦେଖିବାରୁ ବିରତ ରୁହନ୍ତୁ: Kalinga Express Reviewed by Kalinga Express on October 31, 2017 Rating: 5

No comments