କାମ ଦେଲାନି ବିଜେପିର ହୀନ ରାଜନୀତି :ବିଜେପୁରରେ ବିଜେଡି ର ଜବରଦସ୍ତ ବିଜୟ

ଭୁବନେଶ୍ବର : ସ୍ବର୍ଗତ ପୁର୍ବତନ ବିଧାୟକ ସବଳ ସାହୁଙ୍କ ବିୟୋଗରେ ବିଜେପୁରରେ ଫ୍ରେବୃଆରୀ 28 ରେ ହେଇଥିଲା ଉପନିର୍ବାଚନ ଜାହାର ଫଳାଫଳ ଆଜି ସାମ୍ନା କୁ ଆସିଛି,ବିଜେପିର ବିଜେପୁର ରେ ନବୀନଙ୍କ ଉପରକୁ ଚପଲ ମାଡ ଓ ମଂତ୍ରୀ ଙ୍କ ଭାଈ କୁ ଆକ୍ରମଣ ସହ ଜଣକର ହତ୍ୟା ଭଳି ହୀନ ରାଜନୀତି ବିଜେପିକୁ କିଛି ଫାଇଦା ଦେଇନି ବୋଧେ ହୁଏ ଓଡିଶା ବାସୀ ଦଙ୍ଗା  ଓ ଅଶାନ୍ତି କୁ ପ୍ରଶ୍ରୟ ଦିଅନ୍ତି ନାହିଁ
         ଦଶମ ରାଉଣ୍ଡ ଶେଷ ସୁଦ୍ଧା କୌଣସି ଗୋଟିଏ ରାଉଣ୍ଡ ରେ ବିଜେଡି ପଛରେ ପଡିନି ଏପର୍ଯ୍ୟନ୍ତ ବିଜେଡି 54104 ଭୋଟ୍ ପାଇଥିବା ବେଳେ ବିଜେପି 31366 ରେ ସୀମିତ ଅଛି.ଯେହେତୁ ବିଜେଡି ବର୍ତ୍ତମାନ ବିଜେଡି 22738 ଭୋଟ୍ କେବଳ ବିଜେପି ଗଡ଼ରେ ଆଗୁଆ ଅଛି ତେବେ ଏହି ମାର୍ଜିନ୍ 35000 କୁ ଛୁଇନ୍ପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତ ଦେଉଛନ୍ତି ଅପ୍ହରାନ୍ହ 1 ସୁଦ୍ଧା ସମ୍ପୁର୍ଣ ଚିତ୍ର ସ୍ପଷ୍ଟ ହେବାକୁ ଯାଉଛି 
କାମ ଦେଲାନି ବିଜେପିର ହୀନ ରାଜନୀତି :ବିଜେପୁରରେ ବିଜେଡି ର ଜବରଦସ୍ତ ବିଜୟ କାମ ଦେଲାନି ବିଜେପିର ହୀନ ରାଜନୀତି :ବିଜେପୁରରେ ବିଜେଡି ର ଜବରଦସ୍ତ ବିଜୟ Reviewed by Rising Odisha on February 28, 2018 Rating: 5

No comments